or_tn/act/13/43.md

1.4 KiB
Raw Permalink Blame History

When the synagogue meeting ended

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ୪୨ ପଦରେ ଏହା ପୁଣି କହେ ଯେ “ଯେତେବେଳେ ପାଉଲ ଓ ବର୍ଣ୍ଣବ୍ବା ବାହାରିଗଲେ” କିମ୍ବା ) ସଭା ଶେଷ ହେବା ପୂର୍ବରୁ ପାଉଲ ଓ ବର୍ଣ୍ଣବ୍ବା ବାହାରିଗଲେ ଏବଂ ଏହା ପରେ ଆଉଥରେ ହୁଏ I

proselytes

ଏମାନେ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅଣଯିହୂଦୀ ଲୋକ ଥିଲେ I

who spoke to them and urged them

ଆଉ ପାଉଲ ଓ ବର୍ଣ୍ଣବ୍ବା ସେହି ଲୋକମାନଙ୍କୁ କଥା କହି ବିନତି କଲେ

to continue in the grace of God

ଏହା ସୂଚିତ କରେ ଯେ ଯୀଶୁ ମଶୀହ ଅଟନ୍ତି ବୋଲି ପାଉଲଙ୍କର ସମ୍ବାଦକୁ ସେମାନେ ବିଶ୍ବାସ କଲେ I ବିକଳ୍ପ ଅନୁବାଦ: “ଯୀଶୁ କରିଥିବା କାର୍ଯ୍ୟ ସକାଶୁ ଈଶ୍ବର ଦୟାରେ ଲୋକମାନଙ୍କର ପାପ କ୍ଷମା କରନ୍ତି ବୋଲି ଭରସା କରିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-explicit)