or_tn/act/13/41.md

806 B

Look, you despisers

ତୁମ୍ଭେ ଯେଉଁମାନେ ଅବଜ୍ଞାତ ମନେ କରୁଅଛ କିମ୍ବା “ତୁମ୍ଭେ ଯେଉଁମାନେ ପରିହାସ କରୁଅଛ”

be astonished

ଆଚମ୍ବିତ ହୁଅ କିମ୍ବା “ଆତଙ୍କିତ ହୁଅ”

then perish

ତାପରେ ବିନଷ୍ଟ ହୁଅ

am doing a work

କିଛିଟା କରୁଅଛି କିମ୍ବା “ଗୋଟିଏ କାର୍ଯ୍ୟ କରୁଅଛି”

in your days

ତୁମ୍ଭର ଜୀବନ କାଳ ମଧ୍ୟରେ

A work that

ମୁଁ କିଛି କରୁଅଛି ଯାହା

even if someone announces it to you

ଯଦିଓ କେହିଜଣେ ତୁମ୍ଭକୁ ଏ ବିଷୟରେ କହେ