# Look, you despisers ତୁମ୍ଭେ ଯେଉଁମାନେ ଅବଜ୍ଞାତ ମନେ କରୁଅଛ କିମ୍ବା “ତୁମ୍ଭେ ଯେଉଁମାନେ ପରିହାସ କରୁଅଛ” # be astonished ଆଚମ୍ବିତ ହୁଅ କିମ୍ବା “ଆତଙ୍କିତ ହୁଅ” # then perish ତାପରେ ବିନଷ୍ଟ ହୁଅ # am doing a work କିଛିଟା କରୁଅଛି କିମ୍ବା “ଗୋଟିଏ କାର୍ଯ୍ୟ କରୁଅଛି” # in your days ତୁମ୍ଭର ଜୀବନ କାଳ ମଧ୍ୟରେ # A work that ମୁଁ କିଛି କରୁଅଛି ଯାହା # even if someone announces it to you ଯଦିଓ କେହିଜଣେ ତୁମ୍ଭକୁ ଏ ବିଷୟରେ କହେ