or_tn/act/13/37.md

916 B

But he whom

କିନ୍ତୁ ଯୀଶୁ ଯାହାଙ୍କୁ

God raised up

ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ବ୍ୟକ୍ତିକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ: rc://*/ta/man/translate/figs-idiom)

experienced no decay

“କ୍ଷୟ ଦେଖିଲେ ନାହିଁ” ବାକ୍ୟାଂଶଟି କହିବାର ଅର୍ଥ ଯେ “ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ I” ବିକଳ୍ପ ଅନୁବାଦ: “ସଢିଗଲା ନାହିଁ” (ଦେଖ: rc://*/ta/man/translate/figs-metonymy)