# But he whom କିନ୍ତୁ ଯୀଶୁ ଯାହାଙ୍କୁ # God raised up ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ବ୍ୟକ୍ତିକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ: [[rc://*/ta/man/translate/figs-idiom]]) # experienced no decay “କ୍ଷୟ ଦେଖିଲେ ନାହିଁ” ବାକ୍ୟାଂଶଟି କହିବାର ଅର୍ଥ ଯେ “ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ I” ବିକଳ୍ପ ଅନୁବାଦ: “ସଢିଗଲା ନାହିଁ” (ଦେଖ: [[rc://*/ta/man/translate/figs-metonymy]])