or_tn/act/13/35.md

1.1 KiB

This is why he also says in another Psalm

ପାଉଲଙ୍କର ଶ୍ରୋତାମାନେ ବୁଝିପାରିଥିବେ ଯେ ଏହି ଗୀତ ମଶୀହଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଦାଉଦଙ୍କର ଅନ୍ୟ ଏକ ଗୀତରେ ମଧ୍ୟ ସେ ମଶୀହଙ୍କ ବିଷୟରେ କହନ୍ତି” (ଦେଖ: rc://*/ta/man/translate/figs-explicit)

he also says

ଦାଉଦ ମଧ୍ୟ କହନ୍ତି I ଦାଉଦ ଗୀତ ୧୬ ର ଲେଖକ ଅଟନ୍ତି ଯହିଁରୁ ଏହି ଉଦ୍ଧୃତି ନିଆଯାଇଛି I

You will not allow your Holy One to see decay

“କ୍ଷୟ ଦେଖିବା” ବାକ୍ୟାଂଶଟି “କ୍ଷୟ” ର ପ୍ରତିରୂପ I ବିକଳ୍ପ ଅନୁବାଦ: “ତୁମ୍ଭେ ଆପଣା ପବିତ୍ରଜନଙ୍କ ଶରୀରକୁ ସଢି ଯିବାକୁ ଦେବ ନାହିଁ” (ଦେଖ: rc://*/ta/man/translate/figs-metonymy)

You will not allow

ଦାଉଦ ଏଠାରେ ଈଶ୍ବରଙ୍କୁ କହୁଛନ୍ତି I