# This is why he also says in another Psalm ପାଉଲଙ୍କର ଶ୍ରୋତାମାନେ ବୁଝିପାରିଥିବେ ଯେ ଏହି ଗୀତ ମଶୀହଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଦାଉଦଙ୍କର ଅନ୍ୟ ଏକ ଗୀତରେ ମଧ୍ୟ ସେ ମଶୀହଙ୍କ ବିଷୟରେ କହନ୍ତି” (ଦେଖ: [[rc://*/ta/man/translate/figs-explicit]]) # he also says ଦାଉଦ ମଧ୍ୟ କହନ୍ତି I ଦାଉଦ ଗୀତ ୧୬ ର ଲେଖକ ଅଟନ୍ତି ଯହିଁରୁ ଏହି ଉଦ୍ଧୃତି ନିଆଯାଇଛି I # You will not allow your Holy One to see decay “କ୍ଷୟ ଦେଖିବା” ବାକ୍ୟାଂଶଟି “କ୍ଷୟ” ର ପ୍ରତିରୂପ I ବିକଳ୍ପ ଅନୁବାଦ: “ତୁମ୍ଭେ ଆପଣା ପବିତ୍ରଜନଙ୍କ ଶରୀରକୁ ସଢି ଯିବାକୁ ଦେବ ନାହିଁ” (ଦେଖ: [[rc://*/ta/man/translate/figs-metonymy]]) # You will not allow ଦାଉଦ ଏଠାରେ ଈଶ୍ବରଙ୍କୁ କହୁଛନ୍ତି I