or_tn/act/13/32.md

1.2 KiB

General Information:

ଏଠାରେ ଦ୍ବିତୀୟ ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ନିଆଯାଇଛି I

So

ଆଗରୁ ଘଟିଥିବା ଘଟଣା ସକାଶୁ ଆଉ ଏକ ଘଟଣା ଘଟିଥିବା ବିଷୟକୁ ଏହି ଶବ୍ଦ ଚିହ୍ନଟ କରେ I ଏ କ୍ଷେତ୍ରରେ ଆଗରୁ ଘଟିଥିବା ଘଟଣା ହେଉଛି ଈଶ୍ବର ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବା I

our fathers

ଆମ୍ଭମାନଙ୍କର ପିତୃପୁରୁଷମାନେ I ପାଉଲ ଏ ପର୍ଯ୍ୟନ୍ତ ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହର ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କୁ କଥା କହୁଛନ୍ତି I ଏମାନେ ଶାରୀରିକଭାବେ ଯିହୂଦୀମାନଙ୍କର ଓ ଆତ୍ମିକଭାବେ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କର ପିତୃପୁରୁଷ ଅଟନ୍ତି I