# General Information: ଏଠାରେ ଦ୍ବିତୀୟ ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ନିଆଯାଇଛି I # So ଆଗରୁ ଘଟିଥିବା ଘଟଣା ସକାଶୁ ଆଉ ଏକ ଘଟଣା ଘଟିଥିବା ବିଷୟକୁ ଏହି ଶବ୍ଦ ଚିହ୍ନଟ କରେ I ଏ କ୍ଷେତ୍ରରେ ଆଗରୁ ଘଟିଥିବା ଘଟଣା ହେଉଛି ଈଶ୍ବର ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବା I # our fathers ଆମ୍ଭମାନଙ୍କର ପିତୃପୁରୁଷମାନେ I ପାଉଲ ଏ ପର୍ଯ୍ୟନ୍ତ ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହର ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କୁ କଥା କହୁଛନ୍ତି I ଏମାନେ ଶାରୀରିକଭାବେ ଯିହୂଦୀମାନଙ୍କର ଓ ଆତ୍ମିକଭାବେ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କର ପିତୃପୁରୁଷ ଅଟନ୍ତି I