or_tn/act/13/29.md

12 lines
1.1 KiB
Markdown

# When they had completed all the things that were written about him
ତାହାଙ୍କ ପ୍ରତି ଯାହାସବୁ ଘଟିବ ବୋଲି ଭାବବାଦୀମାନେ କହିଥିଲେ ସେସବୁ ଯେତେବେଳେ ସେମାନେ ଯୀଶୁଙ୍କ ପ୍ରତି କଲେ
# they took him down from the tree
ଏହା ଘଟିବା ପୂର୍ବରୁ ଯୀଶୁ ମୃତ୍ୟୁଭୋଗ କଲେ ବୋଲି ସ୍ପଷ୍ଟଭାବେ କହିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କୁ ବଧ କଲେ ଓ ସେ ମୃତ୍ୟୁଭୋଗ କଲା ପରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣିଲେ” (ଦେଖ: [[rc://*/ta/man/translate/figs-explicit]])
# from the tree
କ୍ରୁଶରୁ I ଏହା ଅନ୍ୟ ଏକ ଭାବ ଯଦ୍ବାରା ସେହି ସମୟରେ ଲୋକମାନେ କ୍ରୁଶକୁ ବୁଝୁଥିଲେ I (ଦେଖ: [[rc://*/ta/man/translate/figs-explicit]])