or_tn/act/13/29.md

1.1 KiB

When they had completed all the things that were written about him

ତାହାଙ୍କ ପ୍ରତି ଯାହାସବୁ ଘଟିବ ବୋଲି ଭାବବାଦୀମାନେ କହିଥିଲେ ସେସବୁ ଯେତେବେଳେ ସେମାନେ ଯୀଶୁଙ୍କ ପ୍ରତି କଲେ

they took him down from the tree

ଏହା ଘଟିବା ପୂର୍ବରୁ ଯୀଶୁ ମୃତ୍ୟୁଭୋଗ କଲେ ବୋଲି ସ୍ପଷ୍ଟଭାବେ କହିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କୁ ବଧ କଲେ ଓ ସେ ମୃତ୍ୟୁଭୋଗ କଲା ପରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣିଲେ” (ଦେଖ: rc://*/ta/man/translate/figs-explicit)

from the tree

କ୍ରୁଶରୁ I ଏହା ଅନ୍ୟ ଏକ ଭାବ ଯଦ୍ବାରା ସେହି ସମୟରେ ଲୋକମାନେ କ୍ରୁଶକୁ ବୁଝୁଥିଲେ I (ଦେଖ: rc://*/ta/man/translate/figs-explicit)