or_tn/act/13/28.md

859 B

General Information:

ଏଠାରେ “ସେମାନେ” ଶବ୍ଦଟି ଯିହୂଦୀ ଲୋକମାନଙ୍କୁ ଓ ଯିରୂଶାଲମରେ ଥିବା ସେମାନଙ୍କ ଧର୍ମର ନେତାମାନଙ୍କୁ ବୁଝାଏ I ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

they found no reason for death

ଯୀଶୁଙ୍କୁ କାହିଁକି କୌଣସି ଲୋକ ବଧ କରିବ ତାର କୌଣସି କାରଣ ସେମାନେ ପାଇଲେ ନାହିଁ

they asked Pilate

ଏଠାରେ “ନିବେଦନ କଲେ” ଏକ କଠୋର ଶବ୍ଦ ଅଟେ ଯାହାର ଅର୍ଥ ହେଉଛି ଦାବୀ କରିବା, ମାଗିବା କିମ୍ବା ବିନତି କରିବା I