# General Information: ଏଠାରେ “ସେମାନେ” ଶବ୍ଦଟି ଯିହୂଦୀ ଲୋକମାନଙ୍କୁ ଓ ଯିରୂଶାଲମରେ ଥିବା ସେମାନଙ୍କ ଧର୍ମର ନେତାମାନଙ୍କୁ ବୁଝାଏ I ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I # they found no reason for death ଯୀଶୁଙ୍କୁ କାହିଁକି କୌଣସି ଲୋକ ବଧ କରିବ ତାର କୌଣସି କାରଣ ସେମାନେ ପାଇଲେ ନାହିଁ # they asked Pilate ଏଠାରେ “ନିବେଦନ କଲେ” ଏକ କଠୋର ଶବ୍ଦ ଅଟେ ଯାହାର ଅର୍ଥ ହେଉଛି ଦାବୀ କରିବା, ମାଗିବା କିମ୍ବା ବିନତି କରିବା I