or_tn/act/13/19.md

848 B

General Information:

ଏଠାରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ସାତ ଗୋଟି ଜାତି ଯେଉଁ ଦେଶକୁ ପୂର୍ବରୁ ଅଧିକାର କରିଥିଲେ, ତାହାକୁ “ସେମାନଙ୍କର ଦେଶ” ବୋଲି କୁହାଯାଉଛି I “ସେମାନଙ୍କୁ” ଶବ୍ଦଟି ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ତାଙ୍କର ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

nations

ଏଠାରେ “ଜାତି” ବିଭିନ୍ନ ଲୋକ ଦଳକୁ ବୁଝାଏ, ଭୌଗଳିକ ସୀମାକୁ ନୁହେଁ I