8 lines
848 B
Markdown
8 lines
848 B
Markdown
|
# General Information:
|
||
|
|
||
|
ଏଠାରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ସାତ ଗୋଟି ଜାତି ଯେଉଁ ଦେଶକୁ ପୂର୍ବରୁ ଅଧିକାର କରିଥିଲେ, ତାହାକୁ “ସେମାନଙ୍କର ଦେଶ” ବୋଲି କୁହାଯାଉଛି I “ସେମାନଙ୍କୁ” ଶବ୍ଦଟି ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ତାଙ୍କର ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
|
||
|
|
||
|
# nations
|
||
|
|
||
|
ଏଠାରେ “ଜାତି” ବିଭିନ୍ନ ଲୋକ ଦଳକୁ ବୁଝାଏ, ଭୌଗଳିକ ସୀମାକୁ ନୁହେଁ I
|