or_tn/act/13/15.md

20 lines
1.3 KiB
Markdown

# After the reading of the law and the prophets
“ବ୍ୟବସ୍ଥା ଓ ଭାବବାଦୀଗଣ” ଯିହୂଦୀମାନଙ୍କ ଶାସ୍ତ୍ରର ପଢାଯାଇଥିବା ଅଂଶକୁ ବୁଝାଏ I ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରର ପୁସ୍ତକରୁ କେହି ଜଣେ ପାଠ କଲାପରେ” (ଦେଖ: [[rc://*/ta/man/translate/figs-synecdoche]])
# sent them a message, saying
ଜଣକୁ କିଛି କହିବାକୁ କହିଲେ କିମ୍ବା “ଜଣକୁ କିଛି କହିବାକୁ ନିବେଦନ କଲେ”
# Brothers
ସମାଜଗୃହର ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ସହ-ଯିହୂଦୀ ଭାବରେ ଗ୍ରହଣକରି “ଭାଇମାନେ” ବୋଲି କହିଥିଲେ I
# if you have any message of encouragement
ଯଦି ତୁମ୍ଭେ ଆମ୍ଭମାନଙ୍କର ଉତ୍ସାହ ନିମନ୍ତେ କିଛି କହିବାକୁ ଚାହଁ
# say it
ଦୟାକରି କହନ୍ତୁ କିମ୍ବା “ଦୟାକରି ଆମ୍ଭମାନଙ୍କୁ ତାହା କହନ୍ତୁ”