or_tn/act/13/15.md

1.3 KiB

After the reading of the law and the prophets

“ବ୍ୟବସ୍ଥା ଓ ଭାବବାଦୀଗଣ” ଯିହୂଦୀମାନଙ୍କ ଶାସ୍ତ୍ରର ପଢାଯାଇଥିବା ଅଂଶକୁ ବୁଝାଏ I ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରର ପୁସ୍ତକରୁ କେହି ଜଣେ ପାଠ କଲାପରେ” (ଦେଖ: rc://*/ta/man/translate/figs-synecdoche)

sent them a message, saying

ଜଣକୁ କିଛି କହିବାକୁ କହିଲେ କିମ୍ବା “ଜଣକୁ କିଛି କହିବାକୁ ନିବେଦନ କଲେ”

Brothers

ସମାଜଗୃହର ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ସହ-ଯିହୂଦୀ ଭାବରେ ଗ୍ରହଣକରି “ଭାଇମାନେ” ବୋଲି କହିଥିଲେ I

if you have any message of encouragement

ଯଦି ତୁମ୍ଭେ ଆମ୍ଭମାନଙ୍କର ଉତ୍ସାହ ନିମନ୍ତେ କିଛି କହିବାକୁ ଚାହଁ

say it

ଦୟାକରି କହନ୍ତୁ କିମ୍ବା “ଦୟାକରି ଆମ୍ଭମାନଙ୍କୁ ତାହା କହନ୍ତୁ”