or_tn/act/13/12.md

689 B

proconsul

ଏ ଜଣେ ରୋମୀୟ ପ୍ରଦେଶର ଭାରପ୍ରାପ୍ତ ଶାସନକର୍ତ୍ତା ଥିଲେ I ବିକଳ୍ପ ଅନୁବାଦ: “ଶାସନକର୍ତ୍ତା”

he believed

ସେ ଯୀଶୁଙ୍କଠାରେ ବିଶ୍ବାସ କଲେ

he was astonished at the teaching about the Lord

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟରେ ଶିକ୍ଷା ତାହାଙ୍କୁ ଆଚମ୍ବିତ କଲା” (ଦେଖ: rc://*/ta/man/translate/figs-activepassive)