# proconsul ଏ ଜଣେ ରୋମୀୟ ପ୍ରଦେଶର ଭାରପ୍ରାପ୍ତ ଶାସନକର୍ତ୍ତା ଥିଲେ I ବିକଳ୍ପ ଅନୁବାଦ: “ଶାସନକର୍ତ୍ତା” # he believed ସେ ଯୀଶୁଙ୍କଠାରେ ବିଶ୍ବାସ କଲେ # he was astonished at the teaching about the Lord ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟରେ ଶିକ୍ଷା ତାହାଙ୍କୁ ଆଚମ୍ବିତ କଲା” (ଦେଖ: [[rc://*/ta/man/translate/figs-activepassive]])