or_tn/act/13/08.md

1.2 KiB

Elymas ""the magician

ଏହି ବର୍ଯୀଶୁ, ଯାହାଙ୍କୁ “ମାୟାବୀ” ବୋଲି ମଧ୍ୟ କୁହାଯାଏ I (ଦେଖ: rc://*/ta/man/translate/translate-names)

that is how his name is translated

ତାହାଙ୍କୁ ଗ୍ରୀକ୍ ରେ ତାହା କୁହାଯାଏ

opposed them; he tried to turn

ଫେରାଇବାକୁ ଚେଷ୍ଟା କରି ପ୍ରତିରୋଧ କଲେ କିମ୍ବା “ଫେରାଇବାକୁ ଚେଷ୍ଟା କରି ବନ୍ଦ କରିବାକୁ ଉଦ୍ୟମ କଲେ”

tried to turn the proconsul away from the faith

ଏଠାରେ ""କୌଣସି ବିଷୟଠାରୁ ଫେରାଇବା”ର ଅର୍ଥ ଜଣେ କାହାକୁ କିଛି ନ କରିବାପାଇଁ ମନାଇବା ସଙ୍ଗେ ସମାନ I ବିକଳ୍ପ ଅନୁବାଦ: “ସୁସାମାଚାର ସମ୍ବାଦରେ ବିଶ୍ବାସ ନ କରିବାପାଇଁ ଶାସନକର୍ତ୍ତାଙ୍କୁ ମନାଇବାକୁ ଉଦ୍ୟମ କଲେ” (ଦେଖ: rc://*/ta/man/translate/figs-metaphor)