# Elymas ""the magician ଏହି ବର୍ଯୀଶୁ, ଯାହାଙ୍କୁ “ମାୟାବୀ” ବୋଲି ମଧ୍ୟ କୁହାଯାଏ I (ଦେଖ: [[rc://*/ta/man/translate/translate-names]]) # that is how his name is translated ତାହାଙ୍କୁ ଗ୍ରୀକ୍ ରେ ତାହା କୁହାଯାଏ # opposed them; he tried to turn ଫେରାଇବାକୁ ଚେଷ୍ଟା କରି ପ୍ରତିରୋଧ କଲେ କିମ୍ବା “ଫେରାଇବାକୁ ଚେଷ୍ଟା କରି ବନ୍ଦ କରିବାକୁ ଉଦ୍ୟମ କଲେ” # tried to turn the proconsul away from the faith ଏଠାରେ ""କୌଣସି ବିଷୟଠାରୁ ଫେରାଇବା”ର ଅର୍ଥ ଜଣେ କାହାକୁ କିଛି ନ କରିବାପାଇଁ ମନାଇବା ସଙ୍ଗେ ସମାନ I ବିକଳ୍ପ ଅନୁବାଦ: “ସୁସାମାଚାର ସମ୍ବାଦରେ ବିଶ୍ବାସ ନ କରିବାପାଇଁ ଶାସନକର୍ତ୍ତାଙ୍କୁ ମନାଇବାକୁ ଉଦ୍ୟମ କଲେ” (ଦେଖ: [[rc://*/ta/man/translate/figs-metaphor]])