or_tn/act/13/05.md

1.5 KiB
Raw Permalink Blame History

city of Salamis

ସଲାମୀ ନଗରଟି କୁପ୍ର ଦ୍ବୀପରେ ଥିଲା I

proclaimed the word of God

ଏଠାରେ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ଭାବେ “ଈଶ୍ବରଙ୍କ ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ବାଦ ଘୋଷଣା କଲେ” (ଦେଖ: rc://*/ta/man/translate/figs-synecdoche)

synagogues of the Jews

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ଯେ ୧) “ସଲାମୀ ନଗରରେ ଅନେକ ଯିହୂଦୀ ସମାଜଗୃହ ଥିଲା ଯେଉଁଠାରେ ବର୍ଣ୍ଣବ୍ବା ଓ ଶାଉଲ ପ୍ରଚାର କରିଥିଲେ” କିମ୍ବା ) “ବର୍ଣ୍ଣବ୍ବା ଓ ଶାଉଲ କୁପ୍ର ଦ୍ବୀପର ଚାରିପାଖରେ ଯାତ୍ରା କରୁଥିବା ସମୟରେ ସଲାମୀସ୍ଥିତ ସମାଜଗୃହରୁ ଆରମ୍ଭ କରି ସେମାନେ ପାଇଥିବା ସମସ୍ତ ସମାଜଗୃହ ଗୁଡିକରେ ପ୍ରଚାର କରିଥିଲେ I”

They also had John Mark as their assistant

ମାର୍କ ଉପନାମ ପ୍ରାପ୍ତ ଯୋହନ ସେମାନଙ୍କ ସାଙ୍ଗରେ ଯାଇ ସେମାନଙ୍କୁ ସାହାଯ୍ୟ କରୁଥିଲେ

assistant

ସାହାଯ୍ୟକାରୀ