or_tn/act/13/05.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# city of Salamis
ସଲାମୀ ନଗରଟି କୁପ୍ର ଦ୍ବୀପରେ ଥିଲା I
# proclaimed the word of God
ଏଠାରେ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ଭାବେ “ଈଶ୍ବରଙ୍କ ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ବାଦ ଘୋଷଣା କଲେ” (ଦେଖ: [[rc://*/ta/man/translate/figs-synecdoche]])
# synagogues of the Jews
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ଯେ ୧) “ସଲାମୀ ନଗରରେ ଅନେକ ଯିହୂଦୀ ସମାଜଗୃହ ଥିଲା ଯେଉଁଠାରେ ବର୍ଣ୍ଣବ୍ବା ଓ ଶାଉଲ ପ୍ରଚାର କରିଥିଲେ” କିମ୍ବା ) “ବର୍ଣ୍ଣବ୍ବା ଓ ଶାଉଲ କୁପ୍ର ଦ୍ବୀପର ଚାରିପାଖରେ ଯାତ୍ରା କରୁଥିବା ସମୟରେ ସଲାମୀସ୍ଥିତ ସମାଜଗୃହରୁ ଆରମ୍ଭ କରି ସେମାନେ ପାଇଥିବା ସମସ୍ତ ସମାଜଗୃହ ଗୁଡିକରେ ପ୍ରଚାର କରିଥିଲେ I”
# They also had John Mark as their assistant
ମାର୍କ ଉପନାମ ପ୍ରାପ୍ତ ଯୋହନ ସେମାନଙ୍କ ସାଙ୍ଗରେ ଯାଇ ସେମାନଙ୍କୁ ସାହାଯ୍ୟ କରୁଥିଲେ
# assistant
ସାହାଯ୍ୟକାରୀ