or_tn/act/12/23.md

16 lines
1.3 KiB
Markdown

# Immediately an angel
ତତ୍ କ୍ଷଣାତ୍ ଜଣେ ଦୂତ କିମ୍ବା “ଲୋକମାନେ ହେରୋଦଙ୍କର ପ୍ରଶଂସା କରୁଥିବା ସମୟରେ, ଜଣେ ଦୂତ”
# struck him
ହେରୋଦଙ୍କୁ ଆଘାତ କଲେ କିମ୍ବା “ହେରୋଦଙ୍କୁ ଅତି ରୋଗଗ୍ରସ୍ତ କରାଇଲେ”
# he did not give God the glory
ହେରୋଦ ଲୋକମାନଙ୍କୁ ଈଶ୍ବରଙ୍କର ଉପାସନା କରିବାକୁ କହିବା ପରିବର୍ତ୍ତେ ଆପଣାର ଉପାସନା କରିବାକୁ ସୁଯୋଗ ଦେଇଥିଲେ I
# he was eaten by worms and died
ଏଠାରେ ”କୀଟ” ଶରୀର ଭିତରେ ଥିବା କୃମିମାନଙ୍କୁ, ସମ୍ଭବତଃ ଅନ୍ତନଳୀରେ ଥିବା କୃମିମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କୃମିଗୁଡ଼ିକ ହେରୋଦଙ୍କର ଭିତର ଅଂଶକୁ ଖାଇଗଲେ ଓ ସେ ମୃତ୍ୟୁଭୋଗ କଲେ I (ଦେଖ: [[rc://*/ta/man/translate/figs-activepassive]])