or_tn/act/12/23.md

1.3 KiB

Immediately an angel

ତତ୍ କ୍ଷଣାତ୍ ଜଣେ ଦୂତ କିମ୍ବା “ଲୋକମାନେ ହେରୋଦଙ୍କର ପ୍ରଶଂସା କରୁଥିବା ସମୟରେ, ଜଣେ ଦୂତ”

struck him

ହେରୋଦଙ୍କୁ ଆଘାତ କଲେ କିମ୍ବା “ହେରୋଦଙ୍କୁ ଅତି ରୋଗଗ୍ରସ୍ତ କରାଇଲେ”

he did not give God the glory

ହେରୋଦ ଲୋକମାନଙ୍କୁ ଈଶ୍ବରଙ୍କର ଉପାସନା କରିବାକୁ କହିବା ପରିବର୍ତ୍ତେ ଆପଣାର ଉପାସନା କରିବାକୁ ସୁଯୋଗ ଦେଇଥିଲେ I

he was eaten by worms and died

ଏଠାରେ ”କୀଟ” ଶରୀର ଭିତରେ ଥିବା କୃମିମାନଙ୍କୁ, ସମ୍ଭବତଃ ଅନ୍ତନଳୀରେ ଥିବା କୃମିମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କୃମିଗୁଡ଼ିକ ହେରୋଦଙ୍କର ଭିତର ଅଂଶକୁ ଖାଇଗଲେ ଓ ସେ ମୃତ୍ୟୁଭୋଗ କଲେ I (ଦେଖ: rc://*/ta/man/translate/figs-activepassive)