or_tn/act/12/05.md

1.1 KiB

So Peter was kept in the prison

ଏହା ସୂଚିତ କରେ ଯେ କାରାଗାରରେ ଅବିରତ ସେନାମାନେ ପିତରଙ୍କୁ ଜଗିରହୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତଏବ ସେନାମାନେ କାଗାଗାରରେ ପିତରଙ୍କୁ ଜଗିରହୁଥିଲେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-explicit]])

prayer was made earnestly to God for him by those in the church

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ” “ଯିରୂଶାଲମର ବିଶ୍ବାସୀମାନେ ତାହାଙ୍କ ପାଇଁ ଏକାଗ୍ରଭାବରେ ପ୍ରାର୍ଥନା କରୁଥିଲେ” (ଦେଖ: rc://*/ta/man/translate/figs-activepassive)

earnestly

ନିରନ୍ତର ଏକାଗ୍ରଭାବରେ