# So Peter was kept in the prison ଏହା ସୂଚିତ କରେ ଯେ କାରାଗାରରେ ଅବିରତ ସେନାମାନେ ପିତରଙ୍କୁ ଜଗିରହୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତଏବ ସେନାମାନେ କାଗାଗାରରେ ପିତରଙ୍କୁ ଜଗିରହୁଥିଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-explicit]]) # prayer was made earnestly to God for him by those in the church ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ” “ଯିରୂଶାଲମର ବିଶ୍ବାସୀମାନେ ତାହାଙ୍କ ପାଇଁ ଏକାଗ୍ରଭାବରେ ପ୍ରାର୍ଥନା କରୁଥିଲେ” (ଦେଖ: [[rc://*/ta/man/translate/figs-activepassive]]) # earnestly ନିରନ୍ତର ଏକାଗ୍ରଭାବରେ