or_tn/act/11/27.md

12 lines
917 B
Markdown

# General Information:
ଏଠାରେ ଲୂକ ଆନ୍ତିୟଖିଆରେ କୁହାଯାଇଥିବା ଏକ ଭାବବାଣୀ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# Now
ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଉଛି I
# came down from Jerusalem to Antioch
ଆନ୍ତିୟଖିଆଠାରୁ ଯିରୂଶାଲମ ଉଚ୍ଚ ସ୍ଥାନରେ ଥିଲା, ତେଣୁ ଯିରୂଶାଲମ ଉପରକୁ ଯିବା କିମ୍ବା ଏଠାରୁ ତଳକୁ ଯିବା ବୋଲି କହିବା ଇଶ୍ରାୟେଲୀୟମାନଙ୍କ ପାଇଁ ସ୍ବାଭାବିକ ଥିଲା I