or_tn/act/11/27.md

917 B

General Information:

ଏଠାରେ ଲୂକ ଆନ୍ତିୟଖିଆରେ କୁହାଯାଇଥିବା ଏକ ଭାବବାଣୀ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

Now

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଉଛି I

came down from Jerusalem to Antioch

ଆନ୍ତିୟଖିଆଠାରୁ ଯିରୂଶାଲମ ଉଚ୍ଚ ସ୍ଥାନରେ ଥିଲା, ତେଣୁ ଯିରୂଶାଲମ ଉପରକୁ ଯିବା କିମ୍ବା ଏଠାରୁ ତଳକୁ ଯିବା ବୋଲି କହିବା ଇଶ୍ରାୟେଲୀୟମାନଙ୍କ ପାଇଁ ସ୍ବାଭାବିକ ଥିଲା I