or_tn/act/11/19.md

2.1 KiB

Connecting Statement:

ସ୍ତିଫାନଙ୍କର ପ୍ରସ୍ତରାଘାତ ପରେ ପଳାୟନ କରିଥିବା ବିଶ୍ବାସୀମାନଙ୍କ ପ୍ରତି କ’ଣ ଘଟିଲା ସେ ବିଷୟରେ ଲୂକ କହୁଛନ୍ତି I

Now

ଏହା ଘଟଣା ମଧ୍ୟରେ ନୂଆ ଅଂଶଟିକୁ ପରିଚୟ କରାଉଛି I (ଦେଖ: rc://*/ta/man/translate/writing-newevent)

those who had been scattered by the persecution that arose over Stephen spread

ଯିହୂଦୀମାନେ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ତାଡନା କରିବାକୁ ଆରମ୍ଭ କଲେ, କାରଣ ସ୍ତିଫାନ ଏପରି ବିଷୟ କହିଥିଲେ ଓ କରିଥିଲେ ଯାହା ଯିହୂଦୀମାନଙ୍କୁ ପସନ୍ଦ ନ ଥିଲା I ଏହି ତାଡନା ସକାଶୁ, ଯୀଶୁଙ୍କର ଅନେକ ଶିଷ୍ୟମାନେ ଯିରୂଶାଲମ ଛାଡ଼ି ବିଭିନ୍ନ ସ୍ଥାନକୁ ଚାଲିଗଲେ I

those ... spread

ଯେଉଁମାନେ ଛିନ୍ନଭିନ୍ନ ହୋଇଯାଇଥିଲେ

who had been scattered by the persecution

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ଯେଉଁମାନଙ୍କୁ ଯିହୂଦୀମାନେ ତାଡନା କରୁଥିଲେ ଓ ଯହିଁ ହେତୁ ସେମାନେ ଯିରୂଶାଲମ ଛାଡ଼ିଦେଇଥିଲେ” (ଦେଖ: rc://*/ta/man/translate/figs-activepassive)

the persecution that arose over Stephen

ସ୍ତିଫାନ ଯାହା କହିଥିଲେ ଓ କରିଥିଲେ ତହିଁ ସକାଶୁ ଯେଉଁ ତାଡନା ହୋଇଥିଲା

only to Jews

ବିଶ୍ବାସୀମାନେ ଭାବିଥିଲେ ଯେ ଈଶ୍ବରଙ୍କ ସମ୍ବାଦ କେବଳ ଯିହୂଦୀମାନଙ୍କ ପାଇଁ ଥିଲା ଓ ବିଜାତିମାନଙ୍କ ପାଇଁ ନ ଥିଲା I