or_tn/act/11/19.md

28 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ସ୍ତିଫାନଙ୍କର ପ୍ରସ୍ତରାଘାତ ପରେ ପଳାୟନ କରିଥିବା ବିଶ୍ବାସୀମାନଙ୍କ ପ୍ରତି କ’ଣ ଘଟିଲା ସେ ବିଷୟରେ ଲୂକ କହୁଛନ୍ତି I
# Now
ଏହା ଘଟଣା ମଧ୍ୟରେ ନୂଆ ଅଂଶଟିକୁ ପରିଚୟ କରାଉଛି I (ଦେଖ: [[rc://*/ta/man/translate/writing-newevent]])
# those who had been scattered by the persecution that arose over Stephen spread
ଯିହୂଦୀମାନେ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ତାଡନା କରିବାକୁ ଆରମ୍ଭ କଲେ, କାରଣ ସ୍ତିଫାନ ଏପରି ବିଷୟ କହିଥିଲେ ଓ କରିଥିଲେ ଯାହା ଯିହୂଦୀମାନଙ୍କୁ ପସନ୍ଦ ନ ଥିଲା I ଏହି ତାଡନା ସକାଶୁ, ଯୀଶୁଙ୍କର ଅନେକ ଶିଷ୍ୟମାନେ ଯିରୂଶାଲମ ଛାଡ଼ି ବିଭିନ୍ନ ସ୍ଥାନକୁ ଚାଲିଗଲେ I
# those ... spread
ଯେଉଁମାନେ ଛିନ୍ନଭିନ୍ନ ହୋଇଯାଇଥିଲେ
# who had been scattered by the persecution
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ଯେଉଁମାନଙ୍କୁ ଯିହୂଦୀମାନେ ତାଡନା କରୁଥିଲେ ଓ ଯହିଁ ହେତୁ ସେମାନେ ଯିରୂଶାଲମ ଛାଡ଼ିଦେଇଥିଲେ” (ଦେଖ: [[rc://*/ta/man/translate/figs-activepassive]])
# the persecution that arose over Stephen
ସ୍ତିଫାନ ଯାହା କହିଥିଲେ ଓ କରିଥିଲେ ତହିଁ ସକାଶୁ ଯେଉଁ ତାଡନା ହୋଇଥିଲା
# only to Jews
ବିଶ୍ବାସୀମାନେ ଭାବିଥିଲେ ଯେ ଈଶ୍ବରଙ୍କ ସମ୍ବାଦ କେବଳ ଯିହୂଦୀମାନଙ୍କ ପାଇଁ ଥିଲା ଓ ବିଜାତିମାନଙ୍କ ପାଇଁ ନ ଥିଲା I