or_tn/act/11/18.md

1.1 KiB

they said nothing in response

ସେମାନେ ପିତରଙ୍କ ସହିତ ବାଦାନୁବାଦ କଲେ ନାହିଁ

God has given repentance for life to the Gentiles also

ଈଶ୍ବର ବିଜାତିମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି I ଏଠାରେ “ଜୀବନ” ଅନନ୍ତ ଜୀବନକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ” ଓ “ଜୀବନ”କୁ କ୍ରିୟାଭାବରେ “ମନ ପରିବର୍ତ୍ତନ କର” ଓ ଜୀବନ ପ୍ରାପ୍ତ ହୁଅ” ବୋଲି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ବିଜାତିମାନଙ୍କୁ ମଧ୍ୟ ମନ ପରିବର୍ତ୍ତନ କରିବାକୁ ଓ ଅନନ୍ତ କାଳ ଜୀବନଯାପନ କରିବାକୁ ଅନୁମତି ଦେଇଛନ୍ତି” (ଦେଖ: rc://*/ta/man/translate/figs-abstractnouns)