or_tn/act/11/18.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# they said nothing in response
ସେମାନେ ପିତରଙ୍କ ସହିତ ବାଦାନୁବାଦ କଲେ ନାହିଁ
# God has given repentance for life to the Gentiles also
ଈଶ୍ବର ବିଜାତିମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି I ଏଠାରେ “ଜୀବନ” ଅନନ୍ତ ଜୀବନକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ” ଓ “ଜୀବନ”କୁ କ୍ରିୟାଭାବରେ “ମନ ପରିବର୍ତ୍ତନ କର” ଓ ଜୀବନ ପ୍ରାପ୍ତ ହୁଅ” ବୋଲି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ବିଜାତିମାନଙ୍କୁ ମଧ୍ୟ ମନ ପରିବର୍ତ୍ତନ କରିବାକୁ ଓ ଅନନ୍ତ କାଳ ଜୀବନଯାପନ କରିବାକୁ ଅନୁମତି ଦେଇଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]])