or_tn/act/11/11.md

16 lines
1.1 KiB
Markdown

# General Information:
ଏଠାରେ “ଆମ୍ଭେମାନେ” ପିତର ଓ ଯାଫୋର ବିଶ୍ବାସୀମାନଙ୍କୁ ବୁଝାଏ I ଏହା ଯିରୂଶାଲମର ତାଙ୍କର ବର୍ତ୍ତମାନ ଶ୍ରୋତାମାନଙ୍କୁ ଅନ୍ତର୍ଭୂକ୍ତ କରେ ନାହିଁ I (ଦେଖ: [[rc://*/ta/man/translate/figs-exclusive]])
# Behold
ଏହି ଶବ୍ଦ ଆମ୍ଭମାନଙ୍କୁ ଘଟଣାର ନୂଆ ଲୋକମାନଙ୍କ ପାଖକୁ ନେଇଯାଏ I ତୁମର ଭାଷାରେ ଏହା କରିବାର ଶୈଳୀ ଥାଇପାରେ I
# right away
ସାଙ୍ଗେ ସାଙ୍ଗେ କିମ୍ବା “ଠିକ୍ ସେହି ମୂହୁର୍ତ୍ତରେ”
# they had been sent
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ସେମାନଙ୍କୁ ପଠାଇଥିଲେ” (ଦେଖ: [[rc://*/ta/man/translate/figs-activepassive]])