# General Information: ଏଠାରେ “ଆମ୍ଭେମାନେ” ପିତର ଓ ଯାଫୋର ବିଶ୍ବାସୀମାନଙ୍କୁ ବୁଝାଏ I ଏହା ଯିରୂଶାଲମର ତାଙ୍କର ବର୍ତ୍ତମାନ ଶ୍ରୋତାମାନଙ୍କୁ ଅନ୍ତର୍ଭୂକ୍ତ କରେ ନାହିଁ I (ଦେଖ: [[rc://*/ta/man/translate/figs-exclusive]]) # Behold ଏହି ଶବ୍ଦ ଆମ୍ଭମାନଙ୍କୁ ଘଟଣାର ନୂଆ ଲୋକମାନଙ୍କ ପାଖକୁ ନେଇଯାଏ I ତୁମର ଭାଷାରେ ଏହା କରିବାର ଶୈଳୀ ଥାଇପାରେ I # right away ସାଙ୍ଗେ ସାଙ୍ଗେ କିମ୍ବା “ଠିକ୍ ସେହି ମୂହୁର୍ତ୍ତରେ” # they had been sent ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ସେମାନଙ୍କୁ ପଠାଇଥିଲେ” (ଦେଖ: [[rc://*/ta/man/translate/figs-activepassive]])