or_tn/act/11/06.md

1.2 KiB

four-legged animals of earth

ପିତରଙ୍କ ପ୍ରତ୍ୟୁତ୍ତରରୁ ଏହା ଜଣାଯାଏ ଯେ ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକ ମଧ୍ୟରୁ କେତେକଙ୍କୁ ନ ଖାଇବା ପାଇଁ ଆଜ୍ଞା ଦେଇଥିଲା I ପ୍ରେରିତ ୧୦:୧୨ରେ ତୁମେ ଏକା ଭଳି ବାକ୍ୟାଂଶକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଯେଉଁ ପଶୁ ଓ ପକ୍ଷୀମାନଙ୍କୁ ଭୋଜନ କରିବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥାରେ ଯିହୂଦୀମାନଙ୍କୁ ନିଷେଧ କରାଯାଇଥିଲା” (ଦେଖ: rc://*/ta/man/translate/figs-explicit)

wild beasts

ଏହା ସମ୍ଭବତଃ ମନୁଷ୍ୟ ପୋଷା ମନାଉ ନ ଥିବା ବା ମନାଇ ପାରୁ ନ ଥିବା କିମ୍ବା ଆୟତ୍ତ କରିପାରୁ ନ ଥିବା ପଶୁମାନଙ୍କୁ ବୁଝାଏ I

creeping animals

ଏଗୁଡିକ ସରୀସୃପ