or_tn/act/10/12.md

721 B

all kinds of four-footed animals ... birds of the sky

ପରବର୍ତ୍ତୀ ପଦରେ ପିତରଙ୍କ ପ୍ରତ୍ୟୁତ୍ତରରୁ ଏହା ସୂଚିତ ହୁଏ ଯେ ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକ ମଧ୍ୟରୁ କେତେକଙ୍କୁ ନ ଖାଇବାପାଇଁ ଆଜ୍ଞା ଦେଇଥିଲା I ବିକଳ୍ପ ଅନୁବାଦ: “ପଶୁ ଓ ପକ୍ଷୀ ଯାହା ଖାଇବାକୁ ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ନିଷେଧ କରିଥିଲା” (ଦେଖ: rc://*/ta/man/translate/figs-explicit)