or_tn/act/11/03.md

428 B

uncircumcised men

“ଅସୁନ୍ନତ ଲୋକେ” ବାକ୍ୟାଂଶଟି ବିଜାତିମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

ate with them

ଯିହୂଦୀମାନଙ୍କ ପାଇଁ ବିଜାତିମାନଙ୍କ ସହିତ ଭୋଜନ କରିବା ଯିହୂଦୀ ପରମ୍ପରା ବିରୁଦ୍ଧ ଅଟେ I