# uncircumcised men “ଅସୁନ୍ନତ ଲୋକେ” ବାକ୍ୟାଂଶଟି ବିଜାତିମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]]) # ate with them ଯିହୂଦୀମାନଙ୍କ ପାଇଁ ବିଜାତିମାନଙ୍କ ସହିତ ଭୋଜନ କରିବା ଯିହୂଦୀ ପରମ୍ପରା ବିରୁଦ୍ଧ ଅଟେ I