or_tn/act/10/46.md

669 B

General Information:

“ସେ” ଓ “ତାହାଙ୍କୁ” ଶବ୍ଦ ପିତରଙ୍କୁ ବୁଝାଏ I

Connecting Statement:

ଏହା କର୍ଣ୍ଣୀଲିୟଙ୍କ ବିଷୟରେ ଥିବା ଘଟଣାର ଅଂଶକୁ ସମାପ୍ତ କରୁଛି I

Gentiles speak in other languages and praising God

ଏଗୁଡିକ ଜଣାଶୁଣା କଥିତ ଭାଷା ଥିଲା ଯାହା ଯିହୂଦୀମାନେ ବୁଝି ସ୍ବୀକାର କଲେ ଯେ ବିଜାତିମାନେ ପ୍ରକୃତରେ ଈଶ୍ବରଙ୍କର ପ୍ରଶଂସା କରୁଛନ୍ତି I