# General Information: “ସେ” ଓ “ତାହାଙ୍କୁ” ଶବ୍ଦ ପିତରଙ୍କୁ ବୁଝାଏ I # Connecting Statement: ଏହା କର୍ଣ୍ଣୀଲିୟଙ୍କ ବିଷୟରେ ଥିବା ଘଟଣାର ଅଂଶକୁ ସମାପ୍ତ କରୁଛି I # Gentiles speak in other languages and praising God ଏଗୁଡିକ ଜଣାଶୁଣା କଥିତ ଭାଷା ଥିଲା ଯାହା ଯିହୂଦୀମାନେ ବୁଝି ସ୍ବୀକାର କଲେ ଯେ ବିଜାତିମାନେ ପ୍ରକୃତରେ ଈଶ୍ବରଙ୍କର ପ୍ରଶଂସା କରୁଛନ୍ତି I