12 lines
1.1 KiB
Markdown
12 lines
1.1 KiB
Markdown
# It is to him that all the prophets bear witness
|
|
|
|
ସମସ୍ତ ଭାବବାଦୀ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି
|
|
|
|
# everyone who believes in him shall receive forgiveness of sins
|
|
|
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କରିଛନ୍ତି,ସେଥି ସକାଶୁ ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସମସ୍ତଙ୍କର ପାପ କ୍ଷମା କରିବେ” (ଦେଖ: [[rc://*/ta/man/translate/figs-activepassive]])
|
|
|
|
# through his name
|
|
|
|
ଏଠାରେ “ତାହାଙ୍କ ନାମ” ଶବ୍ଦଟି ଯୀଶୁଙ୍କର କାର୍ଯ୍ୟକୁ ବୁଝାଏ I ତାହାଙ୍କ ନାମର ଅର୍ଥ ଉଦ୍ଧାରକର୍ତ୍ତା ଈଶ୍ବର I ବିକଳ୍ପ ଅନୁବାଦ: “ସେମାନଙ୍କ ପାଇଁ ଯୀଶୁ ଯାହା କରିଛନ୍ତି ସେଥି ସକାଶୁ” (ଦେଖ: [[rc://*/ta/man/translate/figs-metonymy]])
|