or_tn/act/10/43.md

1.1 KiB

It is to him that all the prophets bear witness

ସମସ୍ତ ଭାବବାଦୀ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି

everyone who believes in him shall receive forgiveness of sins

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କରିଛନ୍ତି,ସେଥି ସକାଶୁ ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସମସ୍ତଙ୍କର ପାପ କ୍ଷମା କରିବେ” (ଦେଖ: rc://*/ta/man/translate/figs-activepassive)

through his name

ଏଠାରେ “ତାହାଙ୍କ ନାମ” ଶବ୍ଦଟି ଯୀଶୁଙ୍କର କାର୍ଯ୍ୟକୁ ବୁଝାଏ I ତାହାଙ୍କ ନାମର ଅର୍ଥ ଉଦ୍ଧାରକର୍ତ୍ତା ଈଶ୍ବର I ବିକଳ୍ପ ଅନୁବାଦ: “ସେମାନଙ୍କ ପାଇଁ ଯୀଶୁ ଯାହା କରିଛନ୍ତି ସେଥି ସକାଶୁ” (ଦେଖ: rc://*/ta/man/translate/figs-metonymy)