or_tn/act/10/42.md

16 lines
1.4 KiB
Markdown

# General Information:
ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପିତର ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୂକ୍ତ କରେ I ଏହା ତାଙ୍କର ଶ୍ରୋତାମାନଙ୍କୁ ବହିର୍ଭୂତ କରେ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
ପିତର କର୍ଣ୍ଣୀଲିୟଙ୍କ ଗୃହରେ ସମସ୍ତଙ୍କୁ କହୁଥିବା ଆପଣାର କଥା ଶେଷ କରୁଛନ୍ତି ଯାହା ସେ [ପ୍ରେରିତ ୧୦:୩୪](../10/34.md)ରେ ଆରମ୍ଭ କରିଥିଲେ I
# that this is the one who has been chosen by God
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ଏହି ଯୀଶୁଙ୍କୁ ମନୋନୀତ କଲେ” (ଦେଖ: [[rc://*/ta/man/translate/figs-activepassive]])
# the living and the dead
ଏହା ବର୍ତ୍ତମାନ ସୁଦ୍ଧା ଜୀବିତଥିବା ଲୋକମାନଙ୍କୁ ଓ ମୃତ୍ୟୁଭୋଗ କରିଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜୀବିତ ଲୋକମାନେ ଓ ମୃତ ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]])