# General Information: ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପିତର ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୂକ୍ତ କରେ I ଏହା ତାଙ୍କର ଶ୍ରୋତାମାନଙ୍କୁ ବହିର୍ଭୂତ କରେ I (ଦେଖ: [[rc://*/ta/man/translate/figs-exclusive]]) # Connecting Statement: ପିତର କର୍ଣ୍ଣୀଲିୟଙ୍କ ଗୃହରେ ସମସ୍ତଙ୍କୁ କହୁଥିବା ଆପଣାର କଥା ଶେଷ କରୁଛନ୍ତି ଯାହା ସେ [ପ୍ରେରିତ ୧୦:୩୪](../10/34.md)ରେ ଆରମ୍ଭ କରିଥିଲେ I # that this is the one who has been chosen by God ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ଏହି ଯୀଶୁଙ୍କୁ ମନୋନୀତ କଲେ” (ଦେଖ: [[rc://*/ta/man/translate/figs-activepassive]]) # the living and the dead ଏହା ବର୍ତ୍ତମାନ ସୁଦ୍ଧା ଜୀବିତଥିବା ଲୋକମାନଙ୍କୁ ଓ ମୃତ୍ୟୁଭୋଗ କରିଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜୀବିତ ଲୋକମାନେ ଓ ମୃତ ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]])