or_tn/act/10/34.md

759 B

Connecting Statement:

ପିତର କର୍ଣ୍ଣୀଲିୟଙ୍କ ଗୃହରେ ଥିବା ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

Then Peter opened his mouth and said

ପିତର ସେମାନଙ୍କୁ କହିବାକୁ ଆରମ୍ଭ କଲେ

Truly

ଏହାର ଅର୍ଥ ଏହି ଯେ ସେ ବର୍ତ୍ତମାନ ଯାହା କହିବାକୁ ଯାଉଛନ୍ତି ତାହା ଜାଣିବା ନିମନ୍ତେ ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ଅଟେ I

God does not take anyone's side

ଈଶ୍ବର କାହାରି ମୁଖାପେକ୍ଷା କରନ୍ତି ନାହିଁ