# Connecting Statement: ପିତର କର୍ଣ୍ଣୀଲିୟଙ୍କ ଗୃହରେ ଥିବା ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I # Then Peter opened his mouth and said ପିତର ସେମାନଙ୍କୁ କହିବାକୁ ଆରମ୍ଭ କଲେ # Truly ଏହାର ଅର୍ଥ ଏହି ଯେ ସେ ବର୍ତ୍ତମାନ ଯାହା କହିବାକୁ ଯାଉଛନ୍ତି ତାହା ଜାଣିବା ନିମନ୍ତେ ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ଅଟେ I # God does not take anyone's side ଈଶ୍ବର କାହାରି ମୁଖାପେକ୍ଷା କରନ୍ତି ନାହିଁ