or_tn/act/10/25.md

12 lines
646 B
Markdown

# when Peter entered
ଯେତେବେଳେ ପିତର ଗୃହରେ ପ୍ରବେଶ କଲେ
# fell down at his feet to worship him
ସେ ଆଣ୍ଠୋଇପଡ଼ି ପିତରଙ୍କୁ ପ୍ରଣାମ କଲେ I ପିତରଙ୍କୁ ସମ୍ମାନ ଦେବାପାଇଁ ସେ ଏହା କରିଥିଲେ I (ଦେଖ: [[rc://*/ta/man/translate/translate-symaction]])
# fell down
ସେ ଯେ ଉପାସନା କରୁଛନ୍ତି ତାହା ଦେଖାଇବାକୁ ସେ ଉଦ୍ଦେଶ୍ୟମୁଳକ ଭାବରେ ଭୂମିଷ୍ଠ ପ୍ରଣାମ କରିଥିଲେ I