# when Peter entered ଯେତେବେଳେ ପିତର ଗୃହରେ ପ୍ରବେଶ କଲେ # fell down at his feet to worship him ସେ ଆଣ୍ଠୋଇପଡ଼ି ପିତରଙ୍କୁ ପ୍ରଣାମ କଲେ I ପିତରଙ୍କୁ ସମ୍ମାନ ଦେବାପାଇଁ ସେ ଏହା କରିଥିଲେ I (ଦେଖ: [[rc://*/ta/man/translate/translate-symaction]]) # fell down ସେ ଯେ ଉପାସନା କରୁଛନ୍ତି ତାହା ଦେଖାଇବାକୁ ସେ ଉଦ୍ଦେଶ୍ୟମୁଳକ ଭାବରେ ଭୂମିଷ୍ଠ ପ୍ରଣାମ କରିଥିଲେ I