or_tn/act/10/17.md

1.3 KiB

Peter was very confused

ଏହାର ଅର୍ଥ ହେଉଛି ଯେ ପିତରଙ୍କୁ ଦର୍ଶନଟିର ଅର୍ଥ ବୁଝିବା କଷ୍ଟକର ହୋଇଥିଲା I

behold

ଏଠାରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ପରବର୍ତ୍ତୀ ଆଶ୍ଚର୍ଯଚକିତକାରୀ ସୂଚନା ପ୍ରତି ଧ୍ୟାନ ଦେବାକୁ ସତର୍କ କରାଇଦିଏ, ଏହି କ୍ଷେତ୍ରରେ ଦୁଇ ଜଣ ଲୋକ ଦ୍ବାର ନିକଟରେ ଠିଆ ହୋଇଥିବା ବିଷୟ I

stood before the gate

ଗୃହର ଦ୍ବାର ନିକଟରେ ଠିଆ ହୋଇଛନ୍ତି I ଏହା ସୂଚିତ କରେ ଯେ ଗୃହର ଏକ ପ୍ରାଚୀର ଥିଲା ଓ ତହିଁ ମଧ୍ୟକୁ ପ୍ରବେଶ କରିବାପାଇଁ ପ୍ରାଚୀରରେ ଗୋଟିଏ ଦ୍ବାର ଥିଲା I (ଦେଖ: rc://*/ta/man/translate/figs-explicit)

after they had asked their way to the house

ସେମାନେ ଗୃହରେ ପହଞ୍ଚିବା ପୂର୍ବରୁ ଏହା ଘଟିଥିଲା I ଯେପରି USTରେ କରାଇଯାଇଛି ସେପରି ଏହାକୁ ଆଗରୁ କୁହାଯାଇପାରିବ I